STORYMIRROR

sumita behera

Inspirational Others

2  

sumita behera

Inspirational Others

ନାଲି ରକ୍ତ

ନାଲି ରକ୍ତ

1 min
122

  ବିଦ୍ୱେଷ ଭାବନା ଛାଡିଦିଅ ମନୁ

  ହୃଦୟକୁ କର ସେନେହ ସିକ୍ତ,

  ସବୁ ଧମନୀରେ ବହୁଥାଏ ପରା

  ଏକଇ ରଙ୍ଗର ନାଲିଆ ରକ୍ତ।


     



Rate this content
Log in

Similar oriya poem from Inspirational