STORYMIRROR

sumita behera

Romance

3  

sumita behera

Romance

ନାଇ ମ

ନାଇ ମ

1 min
237

 ସେମିତି ଅଛ ନା ବଦଳି ଗଲଣି

 ଜାଣିବାକୁ ଭାରି ଇଚ୍ଛା ହେଲା ,

 ଫେସବୁକ୍ ଟିକୁ ଘାଣ୍ଟୁ ଘାଣ୍ଟୁ ଦିନେ

 ଠିକଣା ତୁମର ମିଳିଗଲା ।

 'ମୋ କଥା ଆଉ ମନେ ପଡୁଛିକି?'

 କଥା ହେଉ ହେଉ କହିଦେଲି,

 ନିରବ ରହିଲ ଦେଲନି ଉତ୍ତର

 ମୌନେ ସମ୍ମତି ଭାବିନେଲି ।

 ଏବେ ବି ମନ୍ଦିରେ ମୋ ନାମେ ଜାଗର

 ଜାଳୁଛକି ବୋଲି ପଚାରିଲି

 ଉତ୍ତର ମିଳିଲା 'ସ୍ୱାମୀ ପଇସାରେ

 ପର ପାଇଁ ଜାଳେ କେ' ଦୀପାଳି ? '


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Romance