STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ନାଗାରଜ୍ଜୁର୍ନ ବେଶ

ନାଗାରଜ୍ଜୁର୍ନ ବେଶ

1 min
151

ନାଗର୍ଜ୍ଜୁର୍ନ ବେଶ ତୁମରି 

ନାଗାତାଟି ନାଗାଫୁଲେ ସମ୍ଭାରୀ 

 ଢେଣୁ ପରେ ବଜ୍ରାଘଣ୍ଟି ଡ଼ାହାଣ ପାର୍ଶ୍ୱରେ 

ହାଣ୍ଡିଆ ତଳକୁ ଏରାପର ବାମପାର୍ଶ୍ୱରେଧରି

ନାକୁଆସି ପିନ୍ଧି ସୁନ୍ଦର ଭାରି ଦାଢ଼ି

 ତଳେ ଶଙ୍ଖ ଚକ୍ର ତୁମରି ତା ସାଥେ କଟୁରୀ ଧରି 

ହାରଡା଼ ମାଳି ବାଘନଖ ମାଳି କଣ୍ଠେ ତୁମରି 

ଢାଲ ଖଣ୍ଡା ସହ ହାତ ପାଦ ପ୍ରସାରୀ 

ନାଗାରଜ୍ଜୁର୍ନ ବେଶ ଶୋଭା ତୁମରି 

ଘେନ ନମସ୍କାର ଓ ପ୍ରଣାମ ଆମରି

ଜୀବନ ବିତିଯାଉ ତୁମକୁ ସ୍ମରି ହେ ହରି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract