STORYMIRROR

Dr Jharana Satapathy

Inspirational

4  

Dr Jharana Satapathy

Inspirational

ନ ହୁଅ କ୍ରୋଧି

ନ ହୁଅ କ୍ରୋଧି

1 min
109


ତୁଛାଠାରେ ରାଗ ରୁଷା କରୁଛ କିଆଁ

ହସି ହସାଇବାର ଅଟେ ଏ ଦୁନିଆ


ଅତ୍ୟଧିକ କ୍ରୋଧ ବଢାଏ ଚିନ୍ତା

ମନରେ ପ୍ରବେଶ କରେ ନାନା ଦୁଶ୍ଚିନ୍ତା


ହସି ହସାଉଥାଅ ଜୀବନେ ସଭିଙ୍କୁ

କ୍ରୋଧକୁ କରିଣ ନିଜର କାବୁ


ବଞ୍ଚିବାର ଜୀବନ ଅଛିତ 

କ୍ରୋଧକୁ ଯାଅ ସେତ ଭୁଲି


କରେ ନିବେଦନ ଶାନ୍ତିରେ ଜୀବନ

କାଟି ଚାଲ ହେ ସର୍ବେ ଅହିଂସାର ମୁଖା ପିନ୍ଧି




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational