STORYMIRROR

Mrutyunjay Das

Inspirational

3  

Mrutyunjay Das

Inspirational

ମୂଁ ମହାକାଳ ଫଳ

ମୂଁ ମହାକାଳ ଫଳ

1 min
209


ମୁଁ ମହାକାଳ ଫଳ,

ବାହାରୁ ଦିଶେ ବହୁତ ସୁନ୍ଦର, 

ଉପରୁ ନାଲି ନାଲି…

ଭିତରୁ ପୋଡା ଅଙ୍ଗାର |

କାଉ କୋଇଲି ବି ଦେଖନ୍ତି ନାହିଁ, 

କାହିଁକି ନା ବାହାର ଚିକଣ 

ଅନ୍ତସମର୍ପଣ !!

କିଏ କହେ ମତେ ନେତା, 

କିଏ ଭାବେ ଜନତା 

କିନ୍ତୁ ମୁ ଯେ ସତ୍ୟ 

ସୂର୍ଯ୍ୟ ଚନ୍ଦ୍ର ସାକ୍ଷୀ

ଆଉ ଲୋକେ କୁହନ୍ତି

ମୁଁ କୁଆଡେ ଦେବତା

ଇତି 

କୁଳାଙ୍ଗାର ମୃତ୍ୟୁଞ୍ଜୟ 

ଶ୍ରୀ କ୍ଷେତ୍ର ପୁରୀ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational