Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Abstract

4.0  

Puspanjali Panda

Abstract

ମୂଳ

ମୂଳ

1 min
11.6K


ସୃଷ୍ଟି ର ମୂଳ 

ଜୀବନର ମୂଳ..!

ଆକାର ବି ନିରାକାର 

ଜଳ ହି ସୁନ୍ଦର...!

ସବୁ ସଂସାରର

ଯାତ୍ରା ଭବିଷ୍ୟତ ର ..!

କଥା ଜଳର,

କେବେ ବାଦଲ

କେବେ ସାଗର,

କେବେ ସତ୍ୱ ,ରଜ,ତମ ର,

ତ୍ରିଗୁଣାତ୍ମକ ସମାହାର..!

ଅମୃତ ଧାରା ବିଶ୍ୱର।

ବର୍ବାଦ ନହେଉ

ଜୀବନର ଲକ୍ଷ ହେଉ

ଜଳ ସଞ୍ଚୟ ।

ମୂଳ ଧେୟ ।

ତେବେତ ଜୀବନ ଥୟ।।



Rate this content
Log in

Similar oriya poem from Abstract