Sudhashree Bhattamisra
Abstract
ସପ୍ତରଙ୍ଗ ଆଣିଦେଲା ଇନ୍ଦ୍ରଧନୁ
ରଙ୍ଗେଇହେଲି ହେଲି
ଆକାଶ ଦେଲା ମତେ ସ୍ୱଛତା
ପୃଥିବୀ ସହିଷ୍ଣୁତା
ସମୁଦ୍ର ବଦାନ୍ୟ
ପୃଥିବୀ ହେବି ମୁଁ
ଆକାଶ
ସମୁଦ୍ର ହେଲି ଗୁଣ ରେ
ଇନ୍ଦ୍ରଧନୁ ରଙ୍ଗରେ ରଙ୍ଗେଇହେଲି
ଗହଣା
ଠିକଣା
ତମେ
ଲକ୍ଷ୍ୟ
ସ୍ବପ୍ନ
ଶବ୍ଦ
ଜୀବନ
ମୁଁ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେତ୍ରରେ ପଥ ପ୍ରଦର୍ଶନ... ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେ...
ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ତୁଟି ଯିବ ମୋହ କାୟା... ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ...
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ବିଜୟା ଦଶମୀ ବିଜୟା ଦଶମୀ
ଈର୍ଷା ଈର୍ଷା
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ପୁତ୍ରର ବିଳାପ ପୁତ୍ରର ବିଳାପ
ସତ୍ୟ ବଚନ ସତ୍ୟ ବଚନ
କବି କବି
ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ ! ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ !
ଭକତି କୁସୁମାଂଜଳି ଭକତି କୁସୁମାଂଜଳି
ଅଧୁରା ସପନ ଅଧୁରା ସପନ
ସ୍ୱାଭିମାନ ସ୍ୱାଭିମାନ
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ