STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ମୁଁ

ମୁଁ

1 min
340

ମୁଁ ଯେବେ ସ୍ୱାଭାବିକତାରୁ 
ଅସ୍ୱାଭିକତା କୁ ଯାଏ 
ସେତିକି ବେଳେ ମୁଁ ଅସ୍ତିତ୍ୱ ହରାଏ 
ମୁଁ ଯେବେ ସ୍ୱାଭାବିକତାରୁ 
ଅସ୍ୱାଭାବିକତାକୁ ଯାଏ 
ସେତିକି ବେଳେ ମୁଁ ଈଶ୍ୱରଆଭିମୁଖୀ ହୁଏ 
ମୁଁ ଯେ ଆସ୍ୱଭାବିକା ହୁଏ 
ମୋ ଭିତରେ ମୁଁ ନଥାଏ 
ମୁଁ ଯେବେ ଅସ୍ୱାଭିବିକତାକୁ ଯାଏ 
ସେତିକି ବେଳେ ମୁଁ ମନ୍ତ୍ରମୁଗ୍ଧ ହୁଏ 
ବଶୀଭୂତ ହୁଏ, ଖୋଜେ ଐଶ୍ଵରୀୟ 
ସତା, ନିଜ ଭିତରେ ଆଉ ସବୁଠି 
ଖୋଜେ ଖାଲି ଈଶ୍ୱର....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract