STORYMIRROR

Balaram Barik

Abstract

3  

Balaram Barik

Abstract

ମୁଁ

ମୁଁ

1 min
232

ତୁମେ ମୋ ଅସଲ ରୂପ ଦେଖିନାହଁ...

ଦେଖିଲେ ଘୃଣା କରିବ।

ମୁଁ ଗର୍ଵ କରେ।

ମୁଁ ଅହଙ୍କାର କରେ।

ହତ୍ୟା, ଲୁଣ୍ଠନ,ଅବଳା ଅତ୍ୟାଚାର ମୋର

ନୀତି ଦିନିଆ ବ୍ୟାପାର।

ମୁଁ ଓ ମୋର ଶରୀରର ଅସଂଖ୍ୟ କୋଷ 

ଠକାମୀ ,ଭଣ୍ଡାମୀ ଓ ଛଳନାରେ ପୂର୍ଣ।

ମୁଁ ପରଶ୍ରୀକୁ ଦେଖି କାତର ହୁଏ।

ମୁଁ କେବଳ ମୁଁ ।

ମୁଁ ହିଁ ସୃଷ୍ଟିର ଧ୍ୱଂସକାରୀ।



Rate this content
Log in

Similar oriya poem from Abstract