STORYMIRROR

Rajashree Acharya

Abstract Others

3  

Rajashree Acharya

Abstract Others

ମୁଁ

ମୁଁ

1 min
258

ନୀରବ ନିର୍ଜନ ବନର ଯାତ୍ରୀ ମୁଁ।

ନିସଂଗ ନାଟକର ଅଭିନେତ୍ରୀ ମୁଁ

ହୃଦୟ ଗାଉଥିବା ସଂଗୀତର ସୁର ମୁଁ

କଳ କଳ ବୋହୁଥିବା ଝରଣାର ନୀର ମୁଁ

ଆକାଶର ସ୍ଵତନ୍ତ୍ର ଉଡୁଥିବାପକ୍ଷୀ ମୁଁ

ପୁଣି ଦର୍ପଣରେ ଦେଖାଯାଉଥିବା ପ୍ରତିବିମ୍ବ ମୁଁ

ଅନ୍ତରର ଉଠୁଥିବା କୋହ ମୁଁ

ହୃଦୟରୁ ଝରୁଥିବା ଲୁହ ମୁଁ ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract