STORYMIRROR

pawan Mohakul

Inspirational

3  

pawan Mohakul

Inspirational

ମୁଁ

ମୁଁ

1 min
357

ମୁଁ କଲମ ହେଇ କି 

ତୁମରି ଖୁସିକି ଲେଖିତ ପାରିବି ନାହିଁ ।

କିନ୍ତୁ ରବର୍ ହେ

ଦୁଃଖକୁ ତୁମର ଲିଭେଇ ପାରିବି ମୁହିଁ ।


ମୁଁ ବର୍ଷା ଜଳ ହେଇ 

ଖୁସିରେ ତୁମକୁ ଭିଜେଇ ପାରିବି ନାହିଁ ।

କିନ୍ତୁ କୂପ ଜଳ ହେଇ 

ବାର ମାସ ଯାକ ଶୋଷକୁ ଦେବି ମେଣ୍ଟାଇ ।


ମୁଁ ଗଛଟେ ହେଇକି 

ଶୀତଳ ପବନ ନ ପାରେ ତୁମକୁ ଦେଇ ।

କିନ୍ତୁ ଛତାଟେ ହେଇକି

ଖରାରେ ତୁମକୁ ସଦା ଦେଉଥିବି ଛାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational