STORYMIRROR

Hitesh Mohapatra

Abstract Romance Tragedy

3  

Hitesh Mohapatra

Abstract Romance Tragedy

ମୁଁ ତ ସେମିତି କିଛି ମାଗୁନି

ମୁଁ ତ ସେମିତି କିଛି ମାଗୁନି

1 min
194

ମୁଁ ତ ସେମିତି କିଛି ମାଗୁନି

ମାଗୁଛି ଯାହା ତୁମ ସହ, ଗୋଟେ ରାତି

ମତେ ମନ ଦେଇ ଅନ୍ୟକୁ ଦେହ ଦେଲ

ସତ କୁହତ , ଅଛି କି ତମ ଜୀବନେ ଶାନ୍ତି ।


ସତିତ୍ୱର ଦ୍ୱାହି ଦେଈ

ମନା କଲ ଆସିବାକୁ

ଯେତେବେଳେ ଗପୁଥିବ ଘଣ୍ଟା ଘଣ୍ଟା ମୋ ସହ

ଆସି ନଥିଲା ଏକଥା ମନକୁ ।


ତୁମ ଦେହ କୋଣ ଅନୁକୋଣ ମୁଁ ଜାଣେ

ତୁମ ନଗ୍ନ ଦେହଟାକୁ ନ ଦେଖି ମଧ୍ୟ

ତୁମେ ହିଁ ଜଣେଇଥିଲ ତୁମ ଶରୀର ବିଷୟରେ

ମୋର ଇଛା ନଥିଲେ ମଧ୍ୟ ।


ଏବେ ଯେବେ ମୋର ତୃଷ୍ଣା ବଢ଼ିଗଲା

ତୁମର ସେ ଶରୀରଟା ପ୍ରତି

ତୁମେ ଠିକ୍ ସେତିକି ବେଳେ ପକାଇଲ

ଆମ ସମ୍ପର୍କରେ ଇତି ।



Rate this content
Log in

Similar oriya poem from Abstract