STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମୁଁ ତ ଦେଖି ନାହିଁ ଜହ୍ନ

ମୁଁ ତ ଦେଖି ନାହିଁ ଜହ୍ନ

1 min
234


ମୁଁ ତ ଦେଖି ନାହିଁ ଜହ୍ନ

କରିବି କିପରି ମୋ

ମାନସ ମନ୍ଥନ କରିଥୁଲି

ମନରେ ମୋର ଅଭିଳାଷା

     ପୁର୍ଣ୍ଣ

ରହିଗଲା ସେ ମେଘର

ଆଢୁଆଳେ ହୋଇ ଲୁପ୍ତ

ହୃଦୟର ନିବୃତ କୋଣରେ

ସିନ୍ଦୁକରେ ସଜ୍ଜିତ ରୂପା

ଫରୁଆରେ ନ ପାରିଲି

ଖୋଲି କହି ଥାନ୍ତି ତାକୁ

ଆବେଗ ଭରା କଣ୍ଠରେ

କିଆଁ ଲୁଚିଗଲା ତାରି

ମେଘର ଉହାଡେ

ଦରଦ କାହିଁକି ନ ଦେଲା

     ବାଣ୍ଟି

କେବେ ଦେଖା ଦେବ

ମୋତେ ମରୁତ ହାତରେ

 ଦେଇ ଯାଉ ଚିଠି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational