STORYMIRROR

Disambar Meher

Fantasy Romance

2  

Disambar Meher

Fantasy Romance

ମୁଁ ଓ ତୁମେ

ମୁଁ ଓ ତୁମେ

1 min
14.4K


ମୁଁ ଭାବୁକ

ତୁମେ ଭାବନାର କେନ୍ଦ୍ର ବିନ୍ଦୁ

ମୁଁ ବାରି ଧାରା

ତୁମେ ସାତ ସମୁଦ୍ର ସିନ୍ଧୁ

ମୁଁ ନିଶାକାଶ

ତୁମେ ପୂର୍ଣ୍ଣିମା ଜହ୍ନର ଜୋଛନା

ମୁଁ ଗୋଲାପ

ତୁମେ ମନଲୋଭା ବାସନା

ମୁଁ ସରୋବର

ତୁମେ କଇଁ ,କମଳ

ମୁଁ ଭ୍ରମର

ତୁମେ ମଧୁ ଭରା ସଜ ଫୁଲ

ମୁଁ କଙ୍କାଳ

ତୁମେ କଙ୍କାଳର ଜୀବନ

ମୁଁ କବି

ତୁମେ କବି ହୃଦୟର ସ୍ପନ୍ଦନ

ମୁଁ ଡିସେମ୍ବର

ଅନ୍ଵେଷଣରେ ତୁମର ଖବର ।

ଡିସମ୍ବର ମେହେର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy