Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract

4  

Satyanarayan Sahoo

Abstract

ମୁଁ ନୁହେଁ ମୁଁ

ମୁଁ ନୁହେଁ ମୁଁ

1 min
318



ମୁଁ ନୁହେଁ ଦୀନ ଦରିଦ୍ର ମୁଁ ଦୁଃଖ ପୀଡ଼ିତ

ମୁଁ ନୁହେଁ ଅନୁମାନ ମୁଁ  କାବ୍ୟ ଅବା ଗୀତ ।

ନୁହେଁ ମୁଁ ଅନୁଭବ ମୁଁ ବୋଧ, ଜ୍ଞାନ ଅବା ତତ୍ତ୍ୱ

ଅନୁମାନ ନୁହେଁ ମୁହିଁ ଅଟେ ସ୍ବାଭାବିକ ।

ମୁ ନୁହଇ କାଳ୍ପନିକ , କଳ୍ପନା ଅଟଇ 

ଭାବ ଓ ବିଚାର ଧରା ଯହିଁରୁ ସ୍ରବଇ ।

ଭାବର ଆବେଗ ଆମୋଦିତ କରେ ପ୍ରାଣ

ନୁହେଁ ମୁଁ ଆବେଗ ନୁହେଁ ମୁହିଁ ଆକର୍ଷଣ । 

ମୁଁ ନୁହେଁ ଦୃଶ୍ୟ ମୁଁ ଦ୍ରଷ୍ଟା ଭ।ବେ ଦେଖେ ଚିର

ଦର୍ଶନ ବା ଦାର୍ଶନିକ ନୁହେଁ ମୁଁ କେବଳ ।

ଫମ୍ପା ଅନୁଭବ ମାତ୍ର ସାମ୍ପ୍ରତିକ ସ୍ଥିତି

ଅନୁଧ୍ୟାନ କରି ଜଣା ଯାଏ ମୋତେ ନିତି ।


Rate this content
Log in

Similar oriya poem from Abstract