Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrata Mohanty

Classics Inspirational Others

2  

Priyabrata Mohanty

Classics Inspirational Others

ମୁଁ ମୁଁ ମୁହିଁ ମୁଁ

ମୁଁ ମୁଁ ମୁହିଁ ମୁଁ

1 min
99


ଭକତ ର ଭକ୍ତି ରେ ମୁଁ,

ସାଧକ ର ଶକ୍ତି ରେ ମୁଁ,

ମାନବ ର କୀର୍ତି ରେ ମୁଁ,

ପଥର ର ମୂର୍ତି ରେ ମୁଁ,

ସବୁଠି ମୁଁ ମୁଁ ମୁହିଁ ମୁଁ,

ଆଦ୍ୟରେ ମୁହିଁ ଅନ୍ତ ମୁଁ !!


ସଙ୍ଗୀତ ର ମୂର୍ଚ୍ଛନା ମୁଁ,

ଶୀତଳ ଜୋତ୍ସ୍ନା ରେ ମୁଁ,

ବିହଙ୍ଗ ର କାକଳି ମୁଁ,

ଶାଶ୍ୱତ ପ୍ରେମ ରେ ମୁଁ,

ସବୁଠି ମୁଁ ମୁଁ ମୁହିଁ ମୁଁ,

ସୃଷ୍ଟି ମଠୁଁ ଵିନାଶ ମୁଁ !!


ପ୍ରକୃତି ର ରଚନା ମୁଁ,

ପ୍ରଗତି ର କାରକ ମୁଁ,

ହୃଦୟ ର ସ୍ପନ୍ଦନ ମୁଁ,

ଜୀବାତ୍ମା ର ବସୁଧା ମୁଁ,

ସବୁଠି ମୁଁ ମୁଁ ମୁହିଁ ମୁଁ,

କର୍ମ ରେ ମୁହିଁ ଧର୍ମ ମୁଁ !!


Rate this content
Log in

Similar oriya poem from Classics