STORYMIRROR

Ranjita Das

Classics

3  

Ranjita Das

Classics

ମୁଁ ଲେଖିକା ନୁହେଁ

ମୁଁ ଲେଖିକା ନୁହେଁ

1 min
226

ହଁ ,ଲେଖିକା ନୁହେଁ କି କବିୟତ୍ରୀ ମଧ୍ୟ ନୁହେଁ ,

ତଥାପି ଲେଖୁଛି ଏ କଲମ , ଲେଖୁଛି ଏ ମନ |

କଲମର ଇଶାରା ଆଉ ମନର ଭାବନାର ମିଳନରେ 

କାଗଜର ଧଳା ଫର ଫର ଫର୍ଦ୍ଦରେ ଯାଦୁ ହୁଏ |

କିଛି ନ କହି ମଧ୍ୟ ବହୁତ କିଛି କହି ହୁଏ 

ଏଇ କଲମର ଜରିଆରେ |

ସବୁ କିଛି ବଖାଣି ବାକୁ ଭଲ ଲାଗେ |

ଆଉ କେବେ କଣ ଏମିତି ଲେଖୁ ଲେଖୁ କଣ ଲେଖି ହେଇଯାଏ 

ସେ ସବୁ ଲେଖି ସରିଲା ପରେ ହିଁ ଜଣା ପଡେ |


Rate this content
Log in

Similar oriya poem from Classics