Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambuja Mohanty

Abstract Inspirational Others

3  

Ambuja Mohanty

Abstract Inspirational Others

ମୁଁ କିଏ

ମୁଁ କିଏ

1 min
205


ମୁଁ କିଏ ?

ଫୁଟି ଥିବା ସେହି କଳି,

ନା ବୃନ୍ତଚ୍ୟୁତ ଏକ ଫୁଲ !

ବସନ୍ତ ର ମନ୍ଦ ପବନ ,

ନା ଝଡ଼ର ତାଣ୍ଡବ ଗର୍ଜନ !

ଏକ ସୁନ୍ଦର ସାଜସଜ୍ଜା ,

ନା ଅସଜଡ଼ା କ୍ଲାନ୍ତ ମନ!

ସୂର୍ଯ୍ୟଙ୍କର ରକ୍ତିମ ଆଭା,

ନା ଚନ୍ଦ୍ରର ଶୀତଳ କିରଣ!

ସୁନ୍ଦର ପଥର ପଥଚାରୀ,

ନା ପଥହରା ଏକ ନାୟକ!

ମୁଁ କିଏ?

ତଥାପି ଏହା ଏକ ପ୍ରଶ୍ନ ?

ଠିକ୍ ପ୍ରହେଳିକା ସମ....।



Rate this content
Log in

Similar oriya poem from Abstract