STORYMIRROR

Naba Kumar Das

Abstract

2  

Naba Kumar Das

Abstract

ମୁଁ କାନ୍ଦୁଛି ( ଗାଁ )

ମୁଁ କାନ୍ଦୁଛି ( ଗାଁ )

1 min
191

ମୁଁ ତୁମ ଗାଁ ତୁମ ମା

ମୁଁ ଆଜି ଢେର କାନ୍ଦୁଛି

ଶ୍ରୀ ହୀନ ମାଟିକୁ ନେଇ

ବେରଙ୍ଗୀ ,ଅପୂଜା ମୂର୍ତ୍ତି ଟେ ହେଇ

ମୋ ମୁଁହକୁ କେହି ଦେଖୁନି

କି ଲୁହକୁ କେହି ପୋଛୁନି ...

ଖାଲି ଶୁଖିଲା ନଈ ର ତୁଠ

ଫଟା କ୍ଷେତ ର ଶରୀର ନେଇ

ମୁଁ ବଞ୍ଚିଛି ଆଉ ଢେର କାନ୍ଦୁଛି ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract