STORYMIRROR

sai mahapatra

Abstract

3  

sai mahapatra

Abstract

ମୁଁ ଜାଣେନା

ମୁଁ ଜାଣେନା

1 min
243

       ହଜିଯାଇଥିବା ପ୍ରଶ୍ନ ଓ ଭୁଲିଯାଇଥିବା ଉତ୍ତରକୁ ମୁଁ ଆଜିଖୋଜିପାଏନା

      କୂଟନୀତି ଓ ରାଜନୀତି ର ଷଡ଼ଯନ୍ତ୍ର ରେ ସତ୍ୟ ର ସନ୍ଧାନ କେବେ ମିଳିବ "ମୁଁ ଜାଣେନା"

 ସମୟ ର ସୁଅ ଓ ଆଖିର ଲୁହ ଭସେଇ ନେଇଛି କେତେ ଯେ ଅସୁମାରୀ ସପନ କୁ

ତଥାପି ଥକିନାହିଁ ମୁଁ ତଥାପି ହାରିନି ମୁଁ

ଜିତିବାର ଜିଦ କୁ ନେଇ ଆଗକୁ ବଢୁଛି ମୁଁ

ଲକ୍ଷ୍ୟ କୁ ହାସଲ କରିବିକି ନାହିଁ ମୁଁ ଜାଣେନା

ମୋର ଶେଷ ନିଶ୍ଵାସ ଓ ବିଶ୍ଵାସ ଥିବା ଯାଏଁ ଲଢ଼ିବି ମୁଁ

କିଛି ସ୍ୱାର୍ଥପର ଲୋକଙ୍କ ଛଳନା ଓକିଛି ନିସ୍ୱାଥପର ଙ୍କ ଭଲ ପାଇବାରେ

ବଞ୍ଚିଛି ଆଜି ମୁଁ

କିଛି ମୋର ସଜଡ଼ା ଓ ଅସଜଡ଼ା ଅଭୁଲା ଅନୁଭୂତି କୁ କଲମ ରେ ଲେଖିଛି ଆଜି ମୁଁ 

ଭଲ ଲାଗିବକି ନାହିଁ   "ମୁଁ ଜାଣେନା"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract