STORYMIRROR

Kshyama sagar Prusty

Inspirational

2  

Kshyama sagar Prusty

Inspirational

ମୁଁ ଗର୍ବିତ ମୋ ମା ପାଇଁ

ମୁଁ ଗର୍ବିତ ମୋ ମା ପାଇଁ

1 min
151


କଣ ଲେଖିବି ମାଆ ତୋ ପାଇଁ

ତୋ କୋଳୁ ଜନମ ମୁହିଁ l

ମାଆଲୋ ଝଙ୍କଟ ବାସିନୀ

ସାରଳା ମାଆ ତୁହି ll

ତୋ ଆଶୀର୍ବାଦରୁ

ସାହିତ୍ୟ ମହାମଞ୍ଚରେ

ସ୍ଥାନ ମୁଁ ଯାଇଛି ପାଇ l

ତୋ କୃପାବଳେ

କବିତା ଆବୃତ୍ତି ସବୁ

ଯାଉଛି ଶ୍ରେଷ୍ଠ କୃତି ହୋଇ ll

ମାଆଲୋ ତୋ ଆଶିଷେ ମୁଁ ଆଜି

ଲେଖକ ପରିଚୟ ଯାଇଛି ପାଇ l

ମୁଁ ଆଜି ଗର୍ବିତ ମୋ ମାଆ ପାଇଁ

ମୁଁ ଆଜି ଗର୍ବିତ ମୋ ମାଆ ପାଇଁ ll


Rate this content
Log in

Similar oriya poem from Inspirational