STORYMIRROR

jagabandhu sahu

Romance

3  

jagabandhu sahu

Romance

ମୁଁ ଆଉ ତୁମେ

ମୁଁ ଆଉ ତୁମେ

1 min
1.0K

ମୁଁ ଜହ୍ନ ହେଲେ ତୁମେ ମୋର ଜୋଛନା

   ମୁଁ ଯେ ନଇ ତୁମେ ପାଣି

ମୋହରି  ଦେହରେ ବହି ଚାଲୁଥିବି

   ଆଗୋ ମୋ ହୃଦୟ ରାଣୀ ।


ତୁମେ ଫୁଲ ହେଲେ ମୁଁ ତୁମର ବାସ୍ନା

    ତୁମେ ଗଛ ମୁଁ ଯେ ଛାଇ

ରହିଛି  ରହିବି ସଦା ତୁମ ପାଖେ

   ମିଳନର ଗୀତ ଗାଇ ।


ମୁଁ ଯେ ଦୀପ ହେଲେ ତୁମେ ମୋ ସଳିତା

    ମୁଁ ଯେ ଘିଅ ତୁମେ ବତୀ

ମୁହିଁ ଯେ ଭ୍ରମର ତୁମେ ଫୁଲ ମୋର

    ରଚୁଥିବା ଦୁହେଁ ପ୍ରୀତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Romance