STORYMIRROR

Hemanta Patra

Romance

3  

Hemanta Patra

Romance

ମୁଁ ଆଉ ତୁ

ମୁଁ ଆଉ ତୁ

1 min
169

ମୁଁ ତୋ ବଂଶୀର ଧ୍ୱନି ତୁ ମୋ ଫୁଲ ସେଜ

ମୁଁ ଗାଁ ଦାାଣ୍ଡ ଗୋଧୂଳି ତୁ ମୋ ସଞ୍ଜ ରୋଷଣୀ

ମୁଁ ଋତୁରାଜ ବସନ୍ତ ତୁ ମୋ ଫୁଲ ଶ୍ରାବଣୀ

କେବେ ଦେଉ ଧରା କେବେ ଦିିଅନି

ମୁଁ ଏକ ନୀଳ ମେଘ ଶୁନ୍ୟ ଆକାଶର

ତୁ ଏକ ସୁୁୁନ୍ଦର ମୟୁରୀ ଘଞ୍ଚ ବନାନୀର

ମୁଁ କଳାମୟ ନିିଥର ନିଶ୍ଚଳ ତୁ ଉଜ୍ଜ୍ବଳ ତାରକା ରାତ୍ରି ଆକାଶର

ସେହି ନିଶ୍ଚଳ ନୀଳ ଆକାଶେ ମୁଁ ତୋତେ କରିଛି କୋଳ

ମୁଁ ଏକ ଅର୍ଧଦଗ୍ନ କାଠ ଖଣ୍ଡ ତୁ ଏକ ମହକିତ ପ୍ରୀତିର ଚନ୍ଦନ ବନ

ତୋ ବିିିନା ମୁଁ ଜଳି ଜଳି କାଟୁୁଛି ଦିିନ

ମୁଁ କାମନା ଘାଟର ବ୍ୟସ୍ତ ନାଉରି ତୁ ତ ପ୍ରୀତିର ବନ୍ୟା

ଯେବେ ବହୁୁ ଉଝାଣି ମୁଁ କୂୂୂଳ କିନାରା ପାରେନି ଜାଣ

ମୁଁ ତୋ ସୁତା ଲଟେଇ ତୁ ଏକ କାଗଜ ଗୁଡି

ଲଟେଇର ସୁତା ମୋ ହାତେ ଥିଲେ ତୁ ମୋୋର ଅତି ନିଜର

ସୁତା କଟିିଗଲେ ଠିକଣା ତୋର ହଜେ

ନୁଆ ଠିକଣାରେ ହସ ଖୁୁସି ଭରି ଲଗାାଉ ନୂଆ ଡୋରିି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance