STORYMIRROR

BANITA SAHU

Abstract

2  

BANITA SAHU

Abstract

ମୁଖ ପୁସ୍ତକ

ମୁଖ ପୁସ୍ତକ

1 min
252

 ନାଟି ତାର ମୁଖ ପୁସ୍ତକ

ସମସ୍ତଙ୍କ ଭାରି ଦରକାର

ଏଥିରେ ଥାଏ ନାନା ଖବର

ପସନ୍ଦ ଆସିଲେ ଲାଇକ୍ କର

ଏଥିରେ ରୁହନ୍ତି ଅନେକ ବନ୍ଧୁ

ଥରୁଟି ନଦେଖିଲେ ମନ ବୁଝେନା ଆଉ

ବିଭିନ୍ନ ଦେଶ ବିଦେଶର ଖବର ଥାଏ ଏଠି

ଖଜିଲେ ପାଇବ ଅନେକ କିଛି

ପିଲାଦିନର ସ୍ମୁତି ସାଇତି ରଖିବ ଏଠି

ମନେ ପଢିଲେ ଖୋଲି ଦେଖିବ ସ୍ମୁତି

ବାଃ ବାଃ ରେ ମୁଖ ପୁସ୍ତକ

ଋଣି ରହିଗଲି ଜୀବନ ଯାକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract