STORYMIRROR

Liza Senapati

Tragedy

3  

Liza Senapati

Tragedy

ମତଲବି

ମତଲବି

1 min
11.8K

ମତଲବି ଏଇ ମଣିଷ,

କେବେ ବଦଳାଏ ରଙ୍ଗ,

କେବେ ବଦଳାଏ ପଟ,

ଦୁନିଆରେ ସମ୍ପର୍କ ସାଜିଚି ମିଛ,

ଟଙ୍କା ସାଜିଚି ଆପଣାର,

କାଚର ଆଇନା ପରି ,

ସମ୍ପର୍କ ହୁଏ ଚୁନା ଚୁନା,

ଭଲପାଇବାର ରଙ୍ଗ ହେଲାଣି ଫିକା,

ସବୁତ ଗଲାଣି ହଜି,

ଭଲପାଇବାର ଛଳନା ଭିତରେ,

ମଣିଷ ହୁଏ ଓଦା,

ସ୍ୱାର୍ଥ ଶଗଡ଼ି ଗଡ଼ି ଚାଲିଚି,

କିଏ ବା ତାକୁ ଧରିବ,

ସବୁ ତୁଛ ସ୍ୱାର୍ଥ ପାଖେ,

ଆପଣାର ହୋଇ ଯାଏ ପର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Tragedy