STORYMIRROR

PRASANNA MISHRA

Children

3  

PRASANNA MISHRA

Children

ମଶାଣି

ମଶାଣି

1 min
207

ଗର୍ଵ ଅହଙ୍କାର ମିଛ ସ୍ୱାର୍ଥପର

ମହି ନପରାଇ ସହି

କୁୁକର୍ମସହିତ ସୁୁୁଗୁୁୁଣକୁ ନେଇ

ଯିିବୁରେ ମଶାଣି ଭୁଇଁ।1।

ମଶାଣିିିଭୂଇଁ ତ ଏମିିିତିଜାଗାରେ

ଜାତି ଭେଦ ସେଠି ନାହିଁ

ସଭିଙ୍କୁ ସେହି ଆଦରିିି ନିିଏରେ

ଉଚ୍ଚନୀଚ ନ ତୁଲଇ।2।

ସମାଜକୁ ଶିକ୍ଷା ଦିଏରେ ମଶାଣି

ଭୁୁଲି ମିିିଛଅହଂକା ର

ଭୁୁଲି ଜାତିଭେଦ, ଉଚ୍ଚନିିଚଭାବ

ସର୍ବେ ସନ୍ତାନ ମହୀର।3।

ମଣିଷ ଜୀବନେ ଅଵଶ୍ୟମରଣ

ଏହା ଅଟେନିଶ୍ଚିତସତ୍ୟ

ମଶାଣି ଭୂଇଁରେ ମୋକ୍ଷ ମିିଳିଥାଏ

ଜଳିଲେମାନବ ଘଟ।4।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from PRASANNA MISHRA

ଗୁରୁ

ଗୁରୁ

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ମଶାଣି

ମଶାଣି

1 min ପଢ଼ନ୍ତୁ

Similar oriya poem from Children