STORYMIRROR

PRASANNA MISHRA

Children

3  

PRASANNA MISHRA

Children

ରାକ୍ଷୀ

ରାକ୍ଷୀ

1 min
64

ଭାଇଭଉଣୀର ପବିତ୍ର ସମ୍ପର୍କ

 ନୁହେଁ ଏ ତ ଖାଲି ସୂତା

ସ୍ନେହ, ପ୍ରେମଆଉ ମମତାର ପାଇଁ

ରଖେ ତା ପାଖେ ବନ୍ଧା ।1।

ବିଭିନ୍ନ ରଙ୍ଗର ଗଢା ହେଲେ ମଧ୍ୟ

ଭାଇ ପାଇଁ ସ୍ନେହ ଭରା

ଜୀବନରେ ତାକୁ ରକ୍ଷାକରିବାକୁ

ରାକ୍ଷୀ ତାର ନାାଆ ପରା ।2।

ସ୍ନେହ ମମତାର ପଵିତ୍ର ବନ୍ଧନ

ନୁହଁଇ ସେ ସୂତା ଡୋରି

ଭଉଣୀର ସେତ ଅମାପ ଭରସା

ସ୍ନେହଶ୍ରଦ୍ଧା ର ସେ ଭରି।3।

ଓଡ଼ିଆ ସଂସ୍କୃତି ଗହନଭିତରେ

ଶ୍ରାବଣ ପୂର୍ଣ୍ଣିମା ଦିନ

ବଳଭଦ୍ର ଜନ୍ମ ଓରକ୍ଷୀ ବନ୍ଧନ କୁ

ମିଳିଛି ସ୍ୱ୍ବତନ୍ତ୍ର ସ୍ଥାନ।4।

ମନେପଡେ ଆଜି ପୁୁରାଣକାହାଣୀ

ରକ୍ଷୀ ବନ୍ଧନର ଦିନ

ବାନ୍ଧିିିଥିଲେ ରାକ୍ଷୀ ଶ୍ରୀକୃଷ୍ଣଙ୍କ ହାତେ

କୁରୁୁ ସଭାରେ ଦ୍ରୌପଦୀ ପାଇଲେ ମାନ।5।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from PRASANNA MISHRA

ଗୁରୁ

ଗୁରୁ

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ମଶାଣି

ମଶାଣି

1 min ପଢ଼ନ୍ତୁ

Similar oriya poem from Children