STORYMIRROR

PRASANNA MISHRA

Inspirational Children

3  

PRASANNA MISHRA

Inspirational Children

ମାଆ

ମାଆ

1 min
26

ମାଆ ଶବ୍ଦ ଟିର ଅର୍ଥକୁଖୋଜିଲେ

କେଉଁ ଗ୍ରଣ୍ଠରେ ମିଳାଇ ନାହି

ବିଶ୍ଳେଷଣ କରି ଶବ୍ଦ କୁୁ ଦେଖିଲେ

ମମିତରେ ପୂର୍ଣ୍ଣସେହି। ୧।

ମା ରୁମାଟି ଆରୁୁୁୁ ଆ କାଶ

ସର୍ବତ୍ର ରହିଛି ବ୍ୟାପି

ଛୋଟ ଶବ୍ଦ ଟିଏ ଏଡେ ବ୍ୟପକତା

ପୂର୍ଣ୍ଣ ତାର ପୂର୍ଣ୍ଣଛବି।୨।

ଏ ଧରାବକ୍ଷରେ ପ୍ରଥମ ସ୍ପର୍ଷ

ଯା ଠାରୁ ପାଇଛି ମୁହିିଁ

ମା ଡାକିଦେଲେ ଦୁଃଖ ଚା ଲିିଯା ଏ

ଅମୃତ ତରେଭରା ସେହି।୩।

ଯାହା ହାତ ଧରି ପ୍ରଥମ ଚାଲିିବା

ଶିଖିଥିଲା ଏଧରାରେ

ପଡିିିଯାଉଥିଲେ ତୋଳିନେଉଥିଲା

ପୋ ଛିପଣତ କାନିରେ।୪।

ଦୁନିଆରେ ଯଦି ବଡହେବା ପାଇଁ

ଶିଖିବା ରେ ଆମେ ଆସ

ନିଃସ୍ୱାର୍ଥପରତା ନିଷ୍କପଟ ମୃତ୍ତି

ମାଆ ଆଗେ ସବୁ ତୁଚ୍ଛ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from PRASANNA MISHRA

ଗୁରୁ

ଗୁରୁ

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ମଶାଣି

ମଶାଣି

1 min ପଢ଼ନ୍ତୁ

Similar oriya poem from Inspirational