STORYMIRROR

PRASANNA MISHRA

Children

2  

PRASANNA MISHRA

Children

ଗୁରୁ

ଗୁରୁ

1 min
48

ଦିବ୍ୟଚେତନାର ଅମୃତଧାରା ହେ

ଜ୍ଞାନ ପିପାସୁର ସାଥି

ହେ ଗୁୁରୁ ତୁମେ ମଙ୍ଗଳମୟ

ତୁମେ ଜ୍ଞାନର ବାରିଧି ।1।

ଦିବ୍ୟଚେତନାର ଅମୃତ ଗ୍ରନ୍ଥ

ନୂତନ ଅଶାର ସୃଷ୍ଟି

କେଉଁଠି ହଜିିଛି ଖୋଜିଦିଅ ମୋର

ଚେତନାର ଚାବି କାଠି ।2।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from PRASANNA MISHRA

ଗୁରୁ

ଗୁରୁ

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ମଶାଣି

ମଶାଣି

1 min ପଢ଼ନ୍ତୁ

Similar oriya poem from Children