STORYMIRROR

PRASANNA MISHRA

Children

3  

PRASANNA MISHRA

Children

ସ୍ୱାଧୀନତା

ସ୍ୱାଧୀନତା

1 min
229

ଚିର ଶାଶ୍ୱତ ସବୁଜ ସୁନ୍ଦର

ଆମ ଏ ଭାରତ ଭୂଇଁ

ଭିନ୍ନତାଏଠି ଛିନ୍ନ ହୋଇଛି

ଆମ ସ୍ୱାଧିନତା ପାଇଁ ।1।

କେତେ ଯେ ଗୌରବ ଅର୍ଜିଲେ

ଜୀବନରେ ପାଇଁ ବ୍ୟଥା

ବଳିଦାନ ତାଙ୍କ ବୃଥା ଯିବନାହିଁ

ଏ ମହୀ ଟେକିଛି ତାଙ୍କରିମଥା।2।

ଗାନ୍ଧୀ ଜବହାର ନେତାଜୀ ରାଜେନ୍ଦ୍ର

ଜନ ସହଯୋଗ ନେଇ

ବିଦେଶୀ ଶାସନ ହଟାଇଲେ ଦେଶୁ

ଆମ ସ୍ୱାଧୀନତା ପାଇଁ।3।

ସ୍ୱାଧୀନତା ଏଠି ପାଇଥିଲା ସତ

ମହତ ଉଦ୍ଦେଶ୍ୟ ନେଇ

ନାରୀ ଆଜି ଧର୍ଷିତ ହୁଅଇ

କୁତ୍ସିତ ମଣିଷ ପାଇଁ।4।

ରକ୍ତପିପାସୁର କୁତ୍ସିତ ଭାବନା

କାମାତୁରର କ୍ଳେଶ

ନାରୀଟିଏ ଆଜି ସଙ୍କୁଚିତ ହୁଏ

ହୃଦୟରେ ଭରି ଦ୍ୱେଷ।5।

ସ୍ୱାଧୀନତାର ପ୍ରକୃତ ମହତ

ଆଜି ବୁଝିବ କି ଛାର ନର

ଏକାକୀ ଅବଳା ନାରୀଟିଏ ଆଜି

ତା ପଥେ ହୋଇବ କି ପାର।6।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from PRASANNA MISHRA

ଗୁରୁ

ଗୁରୁ

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ମଶାଣି

ମଶାଣି

1 min ପଢ଼ନ୍ତୁ

Similar oriya poem from Children