STORYMIRROR

Manaswinee Dash

Children Stories

3  

Manaswinee Dash

Children Stories

ଖାଦ୍ୟରେ ଆଧୁନିକତା

ଖାଦ୍ୟରେ ଆଧୁନିକତା

1 min
169


ଆଜିକାଲି ଖାଇବାରେ ପରଶ ରହିଛି ଆଧୁନିକତାର, 

ଛାପ ଛାଡିଛି ବିଦେଶୀ ଆଚାର ବ୍ଯବହାର, 

ପିଲାଏ ହୁଅନ୍ତି ଖୁସି ଦଖିଲେ ପିଜା, ବରଗର, 

ସାଥୀରେ ଫ୍ରେନ୍ଚ ଫ୍ରାଏଡ ଆଉ ମ୍ରୁଦୁପାନୀୟ ବଢାଏ ତା ଆଦର। 


ଦେଖିବାକୁ ଏ ସବୁ ଖାଦ୍ୟ ଲାଗି ଯେତେ ସୁନ୍ଦର, 

ସ୍ବାସ୍ଥ୍ଯ ପାଇଁ ସେତେ ଅହିତକର, 

ଆଜିକାଲି ପିଲାନ୍କ ଖାଦ୍ୟ ଏଇ ନିତି ଦିନର, 

ନ ମିଳିଲେ ହୁଅନ୍ତି ରାଗରାଗ ଗରଗର। 


ନିତିଦିନିଆ ଖାଦ୍ୟ ଏଇ ଯାହାର, 

ଅମ୍ଳ ,ବାୟୁ ରୋଗ ହବ ତାହାର, 

ସବୁ ଖାଇବା ପାଇଁ ମନା କରିବେ ଡାକ୍ତର, 

ସ୍ବଳ୍ପ ବୟସରେ ଖାଦ୍ୟ ଖାଇ ବାର୍ଦ୍ଧକ୍ୟର। 




Rate this content
Log in