Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Asutosh Patro

Abstract


3  

Asutosh Patro

Abstract


ମୃତ୍ୟୁ ପରେ

ମୃତ୍ୟୁ ପରେ

1 min 23 1 min 23

ଦୁଃଖର ସୁଖଦ ପରିସମାପ୍ତି

ସୁଖର ଦୁୁଃଖଦ ଅନ୍ତ

ବନ୍ଧନର ଏକ ଅବ୍ୟକ୍ତ ବିଚ୍ଛେଦ

ଆଶା ଓ ଆକାଂକ୍ଷାର କରୁଣ ଅବସୋସ

କେବଳ ରହିଯାଇଛି

ବିବଶ କର୍ତ୍ତବ୍ୟର ନିଷ୍ଫଳ ଆହ୍ୱାନ ଏହାହିଁ ତ ମୃତ୍ୟୁପରର ସତ୍ୟ


କେହି ନୁହନ୍ତି ଦୁଃଖିତ

ସମସ୍ତେ ଖୋଜିବେଣି

ନୂଆନୂଆ ଉପାୟ ଓ ବିଶ୍ଳେଷଣ

ଦୁଃଖ ଭୁଲିବାର ବାହାନାରେ


ଏକା ସେଇ

ଯିଏ ପ୍ରକୃତରେ ଖୋଜିଛି ତାକୁ

କେବଳ କାନ୍ଦୁଛି ନିି ।


Rate this content
Log in

More oriya poem from Asutosh Patro

Similar oriya poem from Abstract