Shop now in Amazon Great Indian Festival. Click here.
Shop now in Amazon Great Indian Festival. Click here.

Asutosh Patro

Abstract

3  

Asutosh Patro

Abstract

ମୃତ୍ୟୁ ପରେ

ମୃତ୍ୟୁ ପରେ

1 min
36


ଦୁଃଖର ସୁଖଦ ପରିସମାପ୍ତି

ସୁଖର ଦୁୁଃଖଦ ଅନ୍ତ

ବନ୍ଧନର ଏକ ଅବ୍ୟକ୍ତ ବିଚ୍ଛେଦ

ଆଶା ଓ ଆକାଂକ୍ଷାର କରୁଣ ଅବସୋସ

କେବଳ ରହିଯାଇଛି

ବିବଶ କର୍ତ୍ତବ୍ୟର ନିଷ୍ଫଳ ଆହ୍ୱାନ ଏହାହିଁ ତ ମୃତ୍ୟୁପରର ସତ୍ୟ


କେହି ନୁହନ୍ତି ଦୁଃଖିତ

ସମସ୍ତେ ଖୋଜିବେଣି

ନୂଆନୂଆ ଉପାୟ ଓ ବିଶ୍ଳେଷଣ

ଦୁଃଖ ଭୁଲିବାର ବାହାନାରେ


ଏକା ସେଇ

ଯିଏ ପ୍ରକୃତରେ ଖୋଜିଛି ତାକୁ

କେବଳ କାନ୍ଦୁଛି ନିି ।


Rate this content
Log in

Similar oriya poem from Abstract