STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ମର୍ତ୍ୟୁ,,କାଳ

ମର୍ତ୍ୟୁ,,କାଳ

1 min
3.1K

କାଳ ତା କାମ 

କରାଇ ନିଏ

ଜାଣେନା କଞ୍ଚା-ପଚା

ବୁଢ଼ାକୁ ଛାଡି 

ଜୁବାକୁ ନିଏ

ନିଅଇ ବଛା ବଛା


ସମୟ ତାଳେ

ଭାଗ୍ୟ ବଳେ

କାଳ ହିଁ ସତ୍ୟ ଧର୍ମ

ତା ବାଟରେ

ସିଏ ଉତ୍ତମ

କରଇ ନିତ୍ୟ କର୍ମ


ପୃଥିବୀ ପୃଷ୍ଟେ

କେହୁ ଯେ ଜୟୀ

କାଳର ସବୁ ବୋଷ

ସ୍ରଷ୍ଟା ଯିଏ

ଶାସକ ସିଏ

ନାହିଁ ଯେ ତାର ଦୋଷ

ପ୍ରକୃତି କୁ

ନିୟନ୍ତ୍ରୀ ଯିଏ

ଧରାକୁ ନିଏ ପାଳି

ଆଜି ତୋହର

କାଲି ମୋହର

ସଭିଙ୍କ ଅଛି ପାଳି


ବଞ୍ଚିବ ବେଳେ

ସଞ୍ଚିବା ଆସ

ଉନ୍ନତ କର୍ମ ମାନ

ଗର୍ବ କିଆଁ

ପାଉଁଶ ନିଆଁ

ନାହିଁ ଯେ ବଡ-ସାନ


ମିଳିତ ଆମେ

ମୃତ୍ୟୁ ନାମେ

ମୃତ୍ୟୁ ତ୍ରିବାର ସତ୍ୟ

ମାରିବ ଯିଏ

ତାରିବ ସିଏ

ଆମେ ସବୁ ତା ଭୃତ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract