STORYMIRROR

Papu parida

Drama Tragedy Others

4  

Papu parida

Drama Tragedy Others

ମୃତ ମାନବିକତା

ମୃତ ମାନବିକତା

1 min
136

ମାନବିକତା ଆଜି ବଞ୍ଚିଛି ନା ମରିଛି

ମୁଁ ଠିକ ସେ ପାରୁନି ଜାଣି,

ଭୋକିଲା ଗର୍ଭବତୀ ହାତୀ

କି ଦୋଷ କରିଥିଲା

ଦେବକି ଟିକେ ବଖାଣି।

ଭୋକିଲା ମାଆଟା ପେଟ ପୂର୍ତ୍ତି ପାଇଁ

କରିଲା ତୋତେ ବିଶ୍ୱାସ

ସେ ଵିଶ୍ଵାସ ହିଁ ଯମ ଦଣ୍ଡ ସାଜି 

ବନ୍ଦ କରିଦେଲା ତାର ନିଶ୍ୱାସ।

ମା ସଙ୍ଗେ ଶୈଶବ ହସ୍ତିଟି

କ୍ଷଣିକ ଭିତରେ ଗଲେ

ଦୁନିଆକୁ କରି ପର

ସଙ୍କଟ ସ୍ଥିତିରେ ମାନବିକତା କିପରି 

ଗଲା ହଜି କିଏ ଦେଇପାରିବକି ଉତ୍ତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama