STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ମରନ୍ତିକି ହସିହସି

ମରନ୍ତିକି ହସିହସି

1 min
133

ମରନ୍ତିକି ହସି ହସି ମରିବା ସମୟେ

ଜିଅନ୍ତିକି କାନ୍ଦି କାନ୍ଦି ପର ଦୁଃଖ ଅସମୟେ


ଜୀବନରେ କିଏ ପର କିଏ ବା ନିଜର

ଆଜି ଯିଏ ମିତ୍ର ସିଏ କାଲି ସାତପର


ସତ୍ୟ ପଥେ ଧର୍ମ ପଥେ ବାଟ ଚାଲୁଥିବି

ପାପୀ, ଅହଙ୍କାରୀ ହୋଇ କିମ୍ପାଇଁ ମରିବି


ଲୋଭୀ, ଚୋରୀ ହୋଇ କାହିଁ

ପରକୁ ଲୁଟିବି

ଖାଲି ହାତେ ଆସିଛି ମୁଁ

ଖାଲି ହାତେ ଯିବି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract