STORYMIRROR

Chittaranjan Lenka

Abstract Others Romance

2  

Chittaranjan Lenka

Abstract Others Romance

ମରମ ବେଦନା

ମରମ ବେଦନା

1 min
2.5K


ମୁଁ ତ ଜୀବନରେ   କେଉଁ ଦିନ ତୋତେ

କରି ନାହିଁ ହତାଦର

ତେବେ ତୁ କାହିଁକି   ନିରିଦୟ ହୋଇ

କରିଦେଲୁ ମୋତେ ପର???


ଭଲ କି ମନ୍ଦରେ   ବେଳେ ବେଳେ ତୋତେ

କହିଅଛି ପଦେ ଅଧେ

ବୁଝି ପାରିଲୁନି   ଦୂରେଇ ଦେବାଟା

ମରମକୁ କେତେ ବାଧେ???



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract