STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମରିବା ଯାଏ

ମରିବା ଯାଏ

1 min
2.7K

ଜାଣି ତ ନ ଥିଲି

ପହିଲି ପ୍ରେମର

ନିଆରା ରଙ୍ଗ ଜୀବନେ

ପାଇ ଵି ନ ଥିଲି

ସୁଖର ପରଶ ଏ ଶୁଖା ସରସୀ ମନେ

ଦେଖି ତ ନ ଥିଲି

ମନର ମୟୂରୀ

ତୋ ପରି ସରଗ ପରି

ଭାବି ତ ନ ଥିଲି

ଆସିବୁ ଜୀବନେ

ସାଥିଟିଏ ହେବୁ ବୋଲି


ଆସିଲୁ ଜୀବନେ

ଏ ଶୁଭ ଲଗନେ

ଭାସିଲା ସଂସାର ପୁଣି ହସିଲା

ନରକ ଜୀବନେ କେତେ ସୁଖ ନେଇ

ଅମୃତ ବରଷା ହୋଇଲା


ପାଉଥିବି ଭଲ

ଜିଇଁଥିବା ଯାଏ

ମରିବା ଯାଏ ଲୋ ତୋତେ

ଦୁନିଆ ଯାକର

ଖୁସି ଆଣିଦେଵି

ଚାନ୍ଦ ଥିବ ତୋର ହାତେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract