STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

ମୃଗତୃଷ୍ଣା

ମୃଗତୃଷ୍ଣା

1 min
87

ଶାନ୍ତି ଯେବେ ମୃଗ ତୃଷ୍ଣା ହୁଏ

ସେତିକିବେଳେ ହିଁ

କଳ୍ପନାର ନଗରୀରେ

ସାମ୍ରାଜ୍ୟ ଗଢେ

ସେହି ସମ୍ରାଜ୍ୟର

ନିଜେ ସମ୍ରାଟ

ହୁଏ

ସେଠି

ସାମ୍ରାଜ୍ୟ

ଲିପ୍ସା ନଥାଏ ।


Rate this content
Log in

Similar oriya poem from Abstract