Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Kumar Behera

Romance Fantasy Others

3  

Prasanta Kumar Behera

Romance Fantasy Others

ମୃଗାକ୍ଷୀ ଗୋ

ମୃଗାକ୍ଷୀ ଗୋ

1 min
202



ଦେଖିଲ କି ତମେ 

ନବ ଦୁର୍ବାଦଳେ

ଶିଶିର ଠୋପା କୁହୁକ l


ଦେଖିଲ କି ସେ 

ଶିଶିର ପରେ

ନବ ବସନ୍ତର କନକ l


ଦେଖିଲ କି ଚୂତ 

ତରୁ ଡାଳେ

କୋଇଲିର କଳା ତିଳକ l


ଦେଖିଲ କି ସେ

ନୀଳ ଆକାଶରେ 

ତପନର ଦୀପ୍ତ ଝଲକ l


କୁହ ଆଗୋ ତମେ

ମୃଗାକ୍ଷୀ ଲଳନା

ଲୟ ତମ କାହା ପାଶେ l


ଜାଣେ ମୁଁହି ଆଗୋ ଜାଣେ

ତମ ନୟନେ

ମୋ ଅପଘନ ନିଁତି ଦିଶେ l



Rate this content
Log in

Similar oriya poem from Romance