ମୁଁ ତାହାର ପ୍ରୀତି କିଣା, ହେବାରୁ ଅଧିକେ ବଣା, -ମୃଗାକ୍ଷୀର ବିନା ଆନେ ମନ ମୋ ରସିଲା ରେ ମୁଁ ତାହାର ପ୍ରୀତି କିଣା, ହେବାରୁ ଅଧିକେ ବଣା, -ମୃଗାକ୍ଷୀର ବିନା ଆନେ ମନ ମୋ ରସିଲା ରେ
ବୀଣାବାଣି ଯୋଡି ମାଙ୍ଗକୁ ସଜାଡି ଅଳକା ଲାଗି ମୋହରି ଗୁଣା ମୋତି ଦଣ୍ଡି ସୁନାସରେ ମଣ୍ଡି ବୀଣାବାଣି ଯୋଡି ମାଙ୍ଗକୁ ସଜାଡି ଅଳକା ଲାଗି ମୋହରି ଗୁଣା ମୋତି ଦଣ୍ଡି ସୁନାସରେ ମଣ୍ଡି