STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ମୋପାଇଁ

ମୋପାଇଁ

1 min
358

ତୁମ ସ୍ୱର୍ଗ ଯେଉଁଠି ସରିଛି 
ସେଇଠି ମୋ ସ୍ୱର୍ଗର ଆରମ୍ଭ 
ତୁମ ସମସ୍ୟା ଯେଉଁଠି ସରିଛି 
ସେଇଠି ମୋ ସମସ୍ୟା ର ଆରମ୍ଭ 
ତୁମ ପାଇଁ ଯେଉଁଠି ଅନ୍ତ 
ମୋ ପାଇଁ ସେଇଠି ଆରମ୍ଭ 
ପାଇଛି ମୁଁ ଈଶ୍ୱର 
ହେଲେ ବି ନଶ୍ୱର 
ତୁମ ପୃଥିବୀ ଯେଉଁଠି ସରିଛି 
ସେଇଠି ମୋ ପୃଥିବୀର ଆରମ୍ଭ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract