STORYMIRROR

Nirupama Bhattamishra

Abstract

2  

Nirupama Bhattamishra

Abstract

ମୋହ ଗ୍ରସ୍ତ ନିର୍ବାଣ

ମୋହ ଗ୍ରସ୍ତ ନିର୍ବାଣ

1 min
208

ସମୟ ର ବିବର୍ଣ୍ଣ କାନ୍ଥରେ

ରହସ୍ୟମୟ ଚିତ୍ର ଟେ

ଜୀବନ

କଣ ଯେ ଅଙ୍କିବାକୁ ଚାହେଁ

ବିମୁଗ୍ଧ ଚିତ୍ରକାର

ମଣିଷ

କେଉଁ ଅନ୍ଧାର ରୁ ଆସେ ସେ

ପୂଣି କେଉଁ ଆନ୍ଧ୍ର କୁ ଫେରେ

ଅନ୍ତ ହିନ ବ୍ୟାପ୍ତି ଭିତରେ

ହଜିଯାଏ

ରଙ୍ଗ, ତୁଳି ଚିତ୍ର କରର ମନ

ଖୋଜିବା ଲୋଡ଼ିବା ପଣରେ

ସତେ କଣ

ଲୁକ୍କାୟିତ ଗୋଟେ

ମୋହ ଗ୍ରସ୍ତ ନିର୍ବାଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract