STORYMIRROR

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

ମୋହ ଭଙ୍ଗ କେବେ ହେବରେ

ମୋହ ଭଙ୍ଗ କେବେ ହେବରେ

1 min
144


ରାମରାଜ୍ୟ ଦେଖିବାରେ

ଭଲ ସମୟ ଆସିବରେ


ସମାଜରେ ଇଚ୍ଛା ହୁଏରେ

ମନୋରଥ ପୂର୍ଣ୍ଣ ହେବରେ 


ହିନ୍ଦୁ ଧର୍ମର ନାମରେ 

ଜୟ ଶ୍ରୀରାମ ଶବ୍ଦରେ


ଚାଲିଲ ରାଜନୀତିରେ

ଧର୍ମଘୋଷ ଯାତ୍ରା ନାମରେ


ବସିଲ ବିଭିନ୍ନ ରଥରେ

ବୁଲିଲ ଭାରତବର୍ଷରେ


ଜିତିଲ ତ ନର୍ବାଚନରେ

ଘଣ୍ଟାକଣ୍ଟା ଆଗକୁ ଚାଲିଛିରେ


ନୀତି ଗତି ଦେଖୁଛେରେ

କିପାଇଁ ଅନାଇ ବସିଛୁରେ


ବଂଚିଛେ ମିଛ ବିଶ୍ୱାସରେ

ମିଛ ଶୁଣି ଶୁଣି ନିଦ ଭାଙ୍ଗୁନିରେ


ସନ୍ତୁଳ ହେଉଛେ ଦରବୃଦ୍ଧିରେ

ଚାକିରୀ ବାକିରି ନାହିଁରେ


ପେଟ୍ରୋଲ ରେଟ 106 ହେଲାରେ

ହିଂସା ଘୃଣା ବୃଦ୍ଧି ହେଲାରେ


କୃଷକ ଶ୍ରମିକ ବିରୁଦ୍ଧରେ

ଆଇନ୍ ତିଆରି ଚାଲିଛିରେ


ଦେଶର ଖଣି ଜମି ଯେତେରେ

ଲାଗିଛନ୍ତି ବକ୍ରି କରିବାରେ


ଅନ୍ଯାୟ ଅନୀତି ସୀମା ଟପିଲାରେ

ଅତି ସୁନ୍ଦର ରୂପ ଦେଖିଲେରେ


କଟୁଛି ଜୀବନ ଅକୁହା ବେଦନାରେ

ମୋହ ଭଙ୍ଗ କେବେ ହେବରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational