STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ମୋଦେଶର ରତ୍ନ

ମୋଦେଶର ରତ୍ନ

1 min
297

ମୋଦେଶରେ ଭାଷା ଅନେକ

ହିନ୍ଦୀ,ଓଡ଼ିଆ,ବଙ୍ଗଳା, ତେଲୁଗୁ

ତାମିଲ,କାନାଡ଼ା,ମାଲୟମ,

ପଞ୍ଜାବୀ,ଉର୍ଦୁ, ଯେତେକ

ସଂସ୍କୃତ ଭାଷା ପ୍ରାଚୀନ

ବେଦ,ଉପନିଷଦ,ପୁରାଣ,

କାବ୍ୟ,କବିତା,ନାଟକ ,ଗଳ୍ପ

ସାହିତ୍ୟ ,ସଂସ୍କୃତି ,ମହାନ

ଶୁଣିଶୁଣି ସୃତି ବେଦକୁ

ମନ୍ତ୍ର,ତନ୍ତ୍ର, ଯନ୍ତ୍ର ପରାଏ

ଚମତ୍କାର ଗାଇ ପଦକୁ

ଚରକକଂ ଚିକିତ୍ସା ଶାସ୍ତ୍ରରେ

ପ୍ରତେକ ବୃକ୍ଷର ଔଷଧି ଗୁଣ

ଭରିଅଛି ଦେଲେ ମତରେ

ଧନ୍ଵନ୍ତରି, ସୃସୃତ ଶଲ୍ୟଚିକିତ୍ସା

ଭାରତ ର ଜ୍ଞାନ ବିଶ୍ୱ ମଗାଇ ଭିକ୍ଷ।

ଆମ ସଂକୃତି ଜଡିତ ସଂସ୍କୃତ

ଦେବଭାଷା ବୋଲି ସର୍ବେ ବୋଲନ୍ତି

ପରାସର ,ବ୍ୟାସ,କାଳିଦାସ

ଭାରତ ମାଟିର ରତ୍ନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract