STORYMIRROR

Ghanashyam Biswal

Romance

3  

Ghanashyam Biswal

Romance

ମୋ ସପନ ରାଣୀ

ମୋ ସପନ ରାଣୀ

1 min
234

ସିଏ ତ ମୋର ସପନ ରାଣୀ

ଚାହାଣୀ ତାର କହେ କାହାଣୀ

ମନ କୁ ମୋର ନିଏ ସେ କିଣି

ମୁରୁକି ହସେ ହୃଦୟ ଜିଣି


ପୁଚୁକି ପୁଚୁକି ଗାଲରେ ତାର

ପ୍ରଜାପତି ବସେ କରି ନିଜର

ତା ଆଖି ଅଟେ ନୀଳ ସାଗର

ସାଧବ ବୋହୁ ସିଏ ତ ମୋର


ତା ଆଗେ ଜହ୍ନ ଲାଜେଇ ଯାଏ

ମନକୁ ମାରି ରୁଷି ଵି ଯାଏ

ସୁନା ମଇନା ହବ ମୋ ସୁନା କନିଆ

ଭୁଲିଛି ତା ପାଇଁ ଆଜି ଦୁନିଆ


ଦୁଃଖ ସୁଖ ସବୁ ଦିଏ ପାସୋରି

ସିଏ ତ ମୋର ମନ ମୟୂରୀ

କଥା ଦେଇଛି ମୁଁ ତାକୁ କରିବି ରାଣୀ

ସୁନା ସଂସାର ମୋ ଗଢିବି ପୁଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance