Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gitanjali Pujapanda

Abstract Inspirational Children

3  

Gitanjali Pujapanda

Abstract Inspirational Children

ମୋ ସ୍କୁଲ -:ଗର୍ଵଓ ଗୌରବ

ମୋ ସ୍କୁଲ -:ଗର୍ଵଓ ଗୌରବ

1 min
265



ସ୍କୁଲ ବେଳ ର ଅଭୁଲା ସ୍ମୃତିଟି ଆଜିବି

ମନେ ପଡିଲେ ମନରୁ ହସେ ଝରି ଆସେ

ଖିଲିଖିଲି ହୋଇ ମୁହଁ ରେ

ସବୁଠାରୁ ଥିଲା ପ୍ରିୟ ଦିନଟି ସେହି ଦିନ ଯେଉଁ

ଦିନ ଲେଖେ ଇଲି ନାମ ହାଇସ୍କୁଲ ରେ ।

ଅତି ଆପଣାର ମୋ ସ୍କୁଲ ସରକାରୀ

ଉଚ୍ଚ ବାଳିକା ବିଦ୍ୟାଳୟ ସ୍ଥାପିତ ପୁରୀ ରେ ।

ସଭିଙ୍କ ର ପ୍ରିୟ ଉଚ୍ଚ ବାଳିକା ବିଦ୍ୟାଳୟ

ମୋ ସ୍କୁଲ ମୋ ପାଇଁ ଗର୍ଵ ଓ ଗୌରବ ।

ଯେଉଁଠି ମୂଳ ଦୁଆ ପଡେ ଶିକ୍ଷାର

ବୁଦ୍ଧି ଯେଉଁ ଠାରେ ବିକାଶିତ ହୁଏ

ମୋ ସ୍କୁଲ ମୋର ଶିକ୍ଷା ର କେନ୍ଦ୍ରବିନ୍ଦୁ ।

ଆହା କି ସୁନ୍ଦର ସ୍ମୃତି ସବୁ ଚାଲିଆସି

ଉଙ୍କି ମାରି ମନ ଦରଜା ଦେଇ

ଆଖି ଆଗେ ଝଲସି ଉଠେ ଚିତ୍ର ତାର

ସେ ଗୋଲକ ଭାଇ ର ଜଳଖିଆ ହେଉ କି

ହେଉ କି ଗୁରୁମା ଙ୍କର ପାଠପଢା ସବୁ କିଛି

ଆଜି ମନେ ପଡିଲେ ଇଛା ହୁଏ ପୁଣି ଫେରିଯିବାକୁ

ମୋ ସ୍କୁଲ ର ହତା କୁ ।

ପିଲା ଦିନେ ଶିଖିଲି ଚାଲି ହାତ ଧରି ମୋ

ମାତା ପିତା ଙ୍କର ହେଲେ ଜୀବନ ର ଅଙ୍କାବଙ୍କା ରାସ୍ତା ରେ

କେମିତି ଯିବ ଚାଲି କରାମତି ଇଏ ଶିକ୍ଷା ର ।

ଜୀବନ ର କଠିନ ରାସ୍ତା ରେ ଚାଲି ଶିଖେଇଲି

ଧରି ହାତ ଗୁରୁ ମୋର ।

ମୋ ଶିକ୍ଷା ମନ୍ଦିର ଅତି ଆପଣ ର

ସ୍କୁଲ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ।


Rate this content
Log in

Similar oriya poem from Abstract