Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Inspirational

3  

Ghanashyam Biswal

Inspirational

ମୋ ସ୍ବପ୍ନର ଭାରତ

ମୋ ସ୍ବପ୍ନର ଭାରତ

1 min
423


ଗାନ୍ଧୀବାପୁଙ୍କର ଆଦର୍ଶକୁ ମାନି

ସତ୍ୟ, ନ୍ୟାୟ ପାଇଁ ଲଢ଼ିବେ

ତେବେ ସିନା ସର୍ବେ ଖୁସିରେ ରହିବେ

ନୂଆ ରାମରାଜ୍ୟ ଗଢ଼ିବେ l


ଅହିଂସାକୁ ମାନି ହିଂସାକୁ ପାସୋରି

ଯେବେ ପର ପାଇଁ କାନ୍ଦିବେ

ତେବେ ସିନା ସର୍ବେ ସୁଖରେ ରହିବେ

ସୁନାର ଭାରତ ଗଢ଼ିବେ l


ଅନ୍ୟାୟ ବିରୁଦ୍ଧେ ସ୍ୱର ଉଠାଇଣ

ଯେବେ ନ୍ୟାୟ ପାଇଁ ଜୀବନ ଦେବେ

ତେବେ ସିନା ସର୍ବେ ଶାନ୍ତିରେ ରହିବେ

ସରଗୀ ଭାରତ ଗଢ଼ିବେ l


Rate this content
Log in

Similar oriya poem from Inspirational