STORYMIRROR

Manas Kumar

Abstract

2  

Manas Kumar

Abstract

ମୋ ରାଇଜ ଓଡିଶା

ମୋ ରାଇଜ ଓଡିଶା

1 min
142

ମୋ ଦେଶ ଭାରତ ମଧ୍ୟ ରେ ଓଡିଶା ମୋର ରାଇଜ ଟିଏ 

ରାଜଧାନୀ ଯାର ମନ୍ଦିର ମାଳିନୀ ଭୁବନେଶ୍ୱର 

ମହାନଦୀ, ବ୍ରାହ୍ମଣୀ ଆଉ ବୈତରଣୀ ବୋହି ଯାଏ ଏହାରି କୋଳରେ 

ଏହା ସହ କେତେ ଯେ ଖଣିଜ ସମ୍ପଦ ଭରି ରହିଛି ଏହା ବକ୍ଷ ରେ 

କେତେ ଯେ ଓଡ଼ିଆ ପୁଅ ହୋଇଥିଲେ ସହିଦ

ତା ସହ ଥିଲା ଏକ ବାଳୁତ ସହିଦ ନାଁ ଟି ଯାର ବାଜି ରାଉତ 

ଇଂରେଜ ସହ ଲଢ଼ି ପ୍ରାଣବଳି ଦେଇଥିଲା ସ୍ୱାଧୀନ ଦେଶ ର ସ୍ୱପନ ନେଇ 

କାଳିଆ ର ଧାମ ପୁରୀ ଅଟଇ ଶ୍ରୀକ୍ଷେତ୍ର 

ଦୁନିଆ ର କୋଣ ଅନୁକୋଣେ ପ୍ରସିଦ୍ଧ ମୋର ଓଡିଶୀ ନୃତ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract