STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ମୋ ପ୍ରିୟ ସ୍ଥାନ -ରୀତା

ମୋ ପ୍ରିୟ ସ୍ଥାନ -ରୀତା

1 min
364

ହେଉଥାଏ ପଛେ

ସେ ଝାଟି ମାଟିର

ମୋ ପ୍ରିୟ ସ୍ଥାନ ମୋ ଗାଁ

ଗୁଗୁଲ ରେ ନଥାଉ ପଛେ ତlର ନାଁ

ସେଇଠି ବିତିଛି ମୋର

ପିଲାବେଳର ସୁନ୍ଦର ସୁଖଦ ସମୟ

ଆଜି ବି ଆଖି ଆଗରେ ଭସେ

ଯେବେ କଲେଜ ହୁଏ ଛୁଟି

ମୁଁ ଚାଲିଆସେ ମୋ ଗାଁ କୁ

ଏ ଭୂମି ମୋ ପାଇଁ କାଶୀ ,ମଥୁରା ,ବୃନ୍ଦାବନ

ସବୁବେଳେ ମତେ ମୋ ଗାଁ ଲୋକ ଙ୍କ ସ୍ନେହ ମିଳୁ

ମିଳୁ ବୋଉର ଆନୁପମ ପ୍ରେମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract