STORYMIRROR

BANITA SAHU

Abstract

2  

BANITA SAHU

Abstract

ମୋ ପ୍ରିୟ ଖାଦ୍ଯ

ମୋ ପ୍ରିୟ ଖାଦ୍ଯ

1 min
395

ମୋ ପ୍ରିୟ ଖାଦ୍ଯ ଅଟେ କାକରା ଆରିଷା ଗଇଁଠା 

ଆହାଃ କି ପିଠା ମାଁ ହାତ ରନ୍ଧା ମିଠା

ବରା ଗୁଗୁନି ଦହିବରା 

ମାଁ ଡାକିଲେ ନଦିଏ ଧରା

ଖାଇବା ଆଶା ମନ ଭରିଦିଏ

ଦେଖିଲେ ମନ ଭରିଯାଏ

ମାଁ କୁହନ୍ତି ଖାଇଯା ମଣ୍ତା

ପୁରଖାଇ ଦିଏ ଠୁଲା ରଖିଦିଏ 

ମାଁ ଡାକିଲେ କୁହଇ ମୁହିଁ ଖାଇଦେଲି ମାଁ ମଣ୍ତା

ଇଛାଥାଏ ଗୁପଚୁପ୍ ଟିକେ ଖାଇବାକୁ

ମାଁ ହାତ ରନ୍ଧା ଆଳୁ ଭଜା ଭାରିପସନ୍ଧ ମତେ ଖାଇବାକୁ

ଯାହାହେଲେ ବି ଘରେ ତିଆରି ଖାଦ୍ଯ

ଦେହକୁ ରଖିବ ସୁସ୍ଥ ମନେରଖିବ ବାଧ୍ଯ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract